Tuesday, September 8, 2026
ADVERTISEMENT
Home ଆଞ୍ଚଳିକ ବ୍ରହ୍ମପୁର,ଏକ ମାଲବାହୀ ଅଟୋକୁ ଟ୍ରକ ଧକ୍କାଦେବା ଫଳରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ।

ବ୍ରହ୍ମପୁର,ଏକ ମାଲବାହୀ ଅଟୋକୁ ଟ୍ରକ ଧକ୍କାଦେବା ଫଳରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ।

122
ADVERTISEMENT

ବ୍ରହ୍ମପୁର,୧୨/୧୨(ଡି.ଏଚ୍.ବ୍ୟୁରୋ):-ବ୍ରହ୍ମପୁର ଗୋଳନ୍ଥରା ଥାନା ଅନ୍ତର୍ଗତ ହଳଦିଆପଦର ଛକ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ଏକ ମାଲବାହୀ ଅଟୋକୁ ଟ୍ରକ ଧକ୍କାଦେବା ଫଳରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ । ମୃତକ ବ୍ରହ୍ମପୁର ମହାନଗର ଚୈତନ୍ୟ ନଗରର ସଞ୍ଜୟ କୁମାର ସାହୁ ହୋଇଥିବାବେଳେ ସେ ଉକ୍ତ ଅଟୋରେ ଆଳୁ, ପିଆଜ ଧରି କନିସି ହାଟକୁ ଆସୁଥିଲେ ।

Advertisement