Tuesday, September 8, 2026
ADVERTISEMENT
Home ଆଞ୍ଚଳିକ ଧାନ ଅମଳ ମେସିନରେ ଚାପି ହୋଇ ଜଣେ ଚାଷୀଙ୍କ ମୃତ୍ୟୁ ।

ଧାନ ଅମଳ ମେସିନରେ ଚାପି ହୋଇ ଜଣେ ଚାଷୀଙ୍କ ମୃତ୍ୟୁ ।

122
ADVERTISEMENT

ମୟୂରଭଂଜ,୧୧/୧୨(ଡି.ଏଚ୍.ବ୍ୟୁରୋ):-ମୟୂରଭଂଜ ଜିଲ୍ଲା ଗୋରୁମହିଷାଣୀ ଥାନା ଅର୍ନ୍ତଗତ ଡଙ୍ଗାପାଣି ଗ୍ରାମରେ ଧାନ ଅମଳ ମେସିନରେ ଚାପି ହୋଇ ଜଣେ ଚାଷୀଙ୍କ ମୃତ୍ୟୁ । ମୃତ ଚାଷୀ ଚନ୍ଦ୍ରମହୋନ ପୂର୍ତି ହୋଇଥିବାବେଳେ ସେ ଧାନ ଅମଳ ମେସିନରେ ଧାନ ଅମଳ କରୁଥିବା ସମୟରେ ହଠାତ୍ ମେସିନଟି ତାଙ୍କ ଉପରେ ଓଲଟି ପଡ଼ିଥିଲା।

Advertisement