Tuesday, September 8, 2026
ADVERTISEMENT
Home ଆଞ୍ଚଳିକ କଟକ ବିଡ଼ାନାସୀ ଗୋପାଳସାହିସ୍ଥିତ ନାୟକସାହି ଗଳିରେ ଡ୍ରେନ୍ କାମ ବେଳେ ଅଘଟଣ l

କଟକ ବିଡ଼ାନାସୀ ଗୋପାଳସାହିସ୍ଥିତ ନାୟକସାହି ଗଳିରେ ଡ୍ରେନ୍ କାମ ବେଳେ ଅଘଟଣ l

118
ADVERTISEMENT

କଟକ,୦୯/୧୨(ଡି.ଏଚ୍.ବ୍ୟୁରୋ):-କଟକ ବିଡ଼ାନାସୀ ଗୋପାଳସାହିସ୍ଥିତ ନାୟକସାହି ଗଳିରେ ଡ୍ରେନ୍ କାମ ବେଳେ ଅଘଟଣ l ମାଟି ତାଡ଼ୁଥିବା ସମୟରେ ହଠାତ୍ ପାଚେରି ଗଳିରାସ୍ତା ଉପରକୁ ଧସିଯିବା ଫଳରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଓ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଏବଂ ମୃତ ଶ୍ରମିକ ହେଉଛନ୍ତି ବକ୍ସିବଜାର ପଟ୍ଟାପୋଲ ବାସିନ୍ଦା ଏସ୍. ଶଙ୍କର(୨୮)।

Advertisement