Thursday, November 5, 2026
ADVERTISEMENT
Home ଆଞ୍ଚଳିକ କାର୍ଯ୍ୟରତ ପାଚିକାଙ୍କର ଚାକିରି କାଳରେ ମୃତ୍ୟୁ ହେଲେ ୧ଲକ୍ଷ ଟଙ୍କା ମୃତ୍ୟୁକାଳୀନ ସହାୟତା ପ୍ରଦାନ କରାଯିବ।

କାର୍ଯ୍ୟରତ ପାଚିକାଙ୍କର ଚାକିରି କାଳରେ ମୃତ୍ୟୁ ହେଲେ ୧ଲକ୍ଷ ଟଙ୍କା ମୃତ୍ୟୁକାଳୀନ ସହାୟତା ପ୍ରଦାନ କରାଯିବ।

153
ADVERTISEMENT

ଭୁବନେଶ୍ଵର,୦୮/୧୨(ଡି.ଏଚ୍.ବ୍ୟୁରୋ):-ପ୍ରଧାନମନ୍ତ୍ରୀ ପୋଷଣ ଶକ୍ତି ନିର୍ମାଣ ଯୋଜନାରେ କାର୍ଯ୍ୟରତ ପାଚିକାଙ୍କର ଚାକିରି କାଳରେ ମୃତ୍ୟୁ ହେଲେ ତାଙ୍କ ପରିବାର ସଦସ୍ୟଙ୍କୁ ୧ ଲକ୍ଷ ଟଙ୍କା ମୃତ୍ୟୁକାଳୀନ ସହାୟତା ପ୍ରଦାନ କରାଯିବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

Advertisement