Tuesday, September 8, 2026
ADVERTISEMENT
Home ଆଞ୍ଚଳିକ ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳକୁ ମାଡି ଆସିଛନ୍ତି ଝାଡ଼ଖଣ୍ଡୀ ହାତୀପଲ।

ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳକୁ ମାଡି ଆସିଛନ୍ତି ଝାଡ଼ଖଣ୍ଡୀ ହାତୀପଲ।

166
ADVERTISEMENT

ନୀଳଗିରି,୦୭/୧୨(ଡି.ଏଚ୍.ବ୍ୟୁରୋ):-ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳକୁ ମାଡି ଆସିଛନ୍ତି ଝାଡ଼ଖଣ୍ଡୀ ହାତୀପଲ। ଆସିବା ରାସ୍ତାରେ ସେମାନେ ବ୍ୟାପକ ଧାନ ଫସଲ ନଷ୍ଟ କରିଛନ୍ତି। ଏବେ ଧାନ ଅମଳ ସମୟ ହୋଇଥିବା ଯୋଗୁଁ ହାତୀପଲ ଆସୁଥିବା ସୂଚନା ପାଇ ଚାଷୀକୁଳ ଆତଙ୍କିତ ହୋଇ ପଡିଛନ୍ତି। ଏବଂ ଘଟଣା ସ୍ଥଳରେ ବନବିଭାଗ କର୍ମଚାରୀ ମୁତୟନ ରହିଛନ୍ତି।

Advertisement