ADVERTISEMENT
Home ଆଞ୍ଚଳିକ ଗୃହକୁ ଆସନ୍ତା ସୋମବାର ଯାଏଁ ମୁଲତବି ଘୋଷଣା ।

ଗୃହକୁ ଆସନ୍ତା ସୋମବାର ଯାଏଁ ମୁଲତବି ଘୋଷଣା ।

139
ADVERTISEMENT

ଭୁବନେଶ୍ୱର,୦୭/୧୨(ଡି.ଏଚ୍.ବ୍ୟୁରୋ):-ବିଧାନସଭାରେ ଆଜି ସିଏଜି ରିପୋର୍ଟ ଉପସ୍ଥାପିତ ହୋଇଛି। ସିଏଜି ରିପୋର୍ଟ ଉପସ୍ଥାପନ ବେଳେ କଂଗ୍ରେସ ବିଧାୟକମାନେ ହଟ୍ଟଗୋଳ କରିବା ସହ ଅଦାନୀ ପ୍ରସଙ୍ଗରେ ନିଜ ଆସନରେ ଠିଆହୋଇ ପୋଷ୍ଟର ଦେଖାଇ ପ୍ରଦର୍ଶନ କରିଛନ୍ତି। ଏହାରି ମଧ୍ୟରେ ବାଚସ୍ପତି ସୁରମା ପାଢ଼ୀ ଗୃହକୁ ଆସନ୍ତା ସୋମବାର ଯାଏଁ ମୁଲତବି ଘୋଷଣା କରିଛନ୍ତି।

Advertisement