Tuesday, September 8, 2026
ADVERTISEMENT
Home ଆଞ୍ଚଳିକ ଅଦିନିଆ ବର୍ଷା ଯୋଗୁଁ ଚାଷୀଙ୍କ ପାଇଁ ଚିନ୍ତା ବଢ଼ିବାରେ ଲାଗିଛି।

ଅଦିନିଆ ବର୍ଷା ଯୋଗୁଁ ଚାଷୀଙ୍କ ପାଇଁ ଚିନ୍ତା ବଢ଼ିବାରେ ଲାଗିଛି।

152
ADVERTISEMENT

ମାଲକାନଗିରି,୦୭/୧୨(ଡି.ଏଚ୍.ବ୍ୟୁରୋ):-ମାଲକାନଗିରି ଜିଲ୍ଲାରେ ଗତ କିଛି ଦିନ ହେଲା ଅଦିନିଆ ବର୍ଷା ଯୋଗୁଁ ଚାଷୀଙ୍କ ପାଇଁ ଚିନ୍ତା ବଢ଼ିବାରେ ଲାଗିଛି। ଜିଲ୍ଲାର ଏକର ଏକର ଜମିରେ ପାଣି ଭର୍ତ୍ତି ହେବା ଯୋଗୁ ଧାନ ଫସଲ ନଷ୍ଟ ହେବାର ଦେଖିବାକୁ ମିଳିଛି।ଅଦିନିଆ ବର୍ଷା ଚାଷୀଙ୍କର ବର୍ଷକର ଦାନାପାଣି ଏବଂ ଆର୍ଥିକ ସ୍ଥିତିକୁ ଦୁର୍ବଳ କରିଦେଇଛି।

Advertisement