Tuesday, September 8, 2026
ADVERTISEMENT
Home ଆଞ୍ଚଳିକ ବାଇକ୍ ଚାଳକଙ୍କ ନିକଟରୁ ୪୧ ଗ୍ରାମରୁ ଅଧିକ ବ୍ରାଉନ ସୁଗାର ଜବତ ।

ବାଇକ୍ ଚାଳକଙ୍କ ନିକଟରୁ ୪୧ ଗ୍ରାମରୁ ଅଧିକ ବ୍ରାଉନ ସୁଗାର ଜବତ ।

141
ADVERTISEMENT

ଭଦ୍ରକ,୦୭/୧୨(ଡି.ଏଚ୍.ବ୍ୟୁରୋ):-ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ପୋଲିସ ସ୍ଥାନୀୟ ଝାଟିଆ ନିକଟରେ ଜଣେ ବାଇକ୍ ଚାଳକଙ୍କ ନିକଟରୁ ୪୧ ଗ୍ରାମରୁ ଅଧିକ ବ୍ରାଉନ ସୁଗାର ଜବତ କରିବା ସହ ଜଣେ ଯୁବକଙ୍କୁ ଗିରଫ କରିଛି। ଏବଂ ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ ୪ ଲକ୍ଷ ଟଙ୍କା ହେବା ନେଇ ସୂଚନା ।

Advertisement