Monday, September 7, 2026
ADVERTISEMENT
Home ଆଞ୍ଚଳିକ ପେଟ୍ରୋଲ ଢାଳି ବାପା ପୋଡ଼ି ମାରିଦେବା ଘଟଣାରେ ପୁଅ ଦୀନବନ୍ଧୁ ରାଉତଙ୍କ ମୃତ୍ୟୁ ।

ପେଟ୍ରୋଲ ଢାଳି ବାପା ପୋଡ଼ି ମାରିଦେବା ଘଟଣାରେ ପୁଅ ଦୀନବନ୍ଧୁ ରାଉତଙ୍କ ମୃତ୍ୟୁ ।

119
ADVERTISEMENT

କଟକ,୦୬/୧୨(ଡି.ଏଚ୍.ବ୍ୟୁରୋ):-କଟକ ବାରଙ୍ଗ ଥାନା ବାରସିଙ୍ଗା ଗାଁରେ ପୁଅ ଓ ବୋହୂଙ୍କୁ ପେଟ୍ରୋଲ ଢାଳି ବାପା ପୋଡ଼ି ମାରିଦେବା ଘଟଣାରେ ପୁଅ ଦୀନବନ୍ଧୁ ରାଉତଙ୍କ ମୃତ୍ୟୁ । ଗତ ରବିବାର ଚିକିତ୍ସାଧୀନ ଅବସ୍ଥାରେ ବୋହୂର ମୃତ୍ୟୁ ଘଟିଥିବାବେଳେ କଟକ ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ଥିବା ପୁଅ ଦୀନବନ୍ଧୁ ରାଉତଙ୍କ ଆଜି ମୃତ୍ୟୁ ଘଟିଛି।

Advertisement