Tuesday, September 8, 2026
ADVERTISEMENT
Home ଆଞ୍ଚଳିକ ବ୍ରହ୍ମପୁର ଗୋଳନ୍ଥରା ଥାନା ଗୋବିନ୍ଦପୁର ଛକ ନିକଟରେ ଅଜଣା ଗାଡି ଧକ୍କାରେ ଦୁଇ ଜଣଙ୍କର ମୃତ୍ୟୁ।

ବ୍ରହ୍ମପୁର ଗୋଳନ୍ଥରା ଥାନା ଗୋବିନ୍ଦପୁର ଛକ ନିକଟରେ ଅଜଣା ଗାଡି ଧକ୍କାରେ ଦୁଇ ଜଣଙ୍କର ମୃତ୍ୟୁ।

131
ADVERTISEMENT

ବ୍ରହ୍ମପୁର,୦୪/୧୨(ଡ଼ି.ଏଚ୍.ବ୍ୟୁରୋ):-ବ୍ରହ୍ମପୁର ଗୋଳନ୍ଥରା ଥାନା ଗୋବିନ୍ଦପୁର ଛକ ନିକଟରେ ଅଜଣା ଗାଡି ଧକ୍କାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି। ଏବଂ ଘଟଣାସ୍ଥଳରେ ଗୋଳନ୍ଥରା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

Advertisement