Tuesday, September 8, 2026
ADVERTISEMENT
Home ଆଞ୍ଚଳିକ ଭୁବନେଶ୍ବର କ୍ୟାପିଟାଲ୍ ହସ୍ପିଟାଲ୍ର ପ୍ରସୂତି ଓ ସ୍ତ୍ରୀ ରୋଗ ବିଭାଗରେ ପିଲା ଚୋରି ଉଦ୍ୟମ ପଣ୍ଡ...

ଭୁବନେଶ୍ବର କ୍ୟାପିଟାଲ୍ ହସ୍ପିଟାଲ୍ର ପ୍ରସୂତି ଓ ସ୍ତ୍ରୀ ରୋଗ ବିଭାଗରେ ପିଲା ଚୋରି ଉଦ୍ୟମ ପଣ୍ଡ ହୋଇଛି।

138
ADVERTISEMENT

ଭୁବନେଶ୍ବର,o୩/୧୨(ଡ଼ି.ଏଚ୍.ବ୍ୟୁରୋ):-ଭୁବନେଶ୍ବର କ୍ୟାପିଟାଲ୍ ହସ୍ପିଟାଲ୍ର ପ୍ରସୂତି ଓ ସ୍ତ୍ରୀ ରୋଗ ବିଭାଗରେ ପିଲା ଚୋରି ଉଦ୍ୟମ ପଣ୍ଡ ହୋଇଛି। ଜଣେ ମହିଳା ଏକ ନବଜାତ ଶିଶୁକୁ ଧରି ପଳାଉଥିବା ବେଳେ ସୁରକ୍ଷାକର୍ମୀମାନେ ଶିଶୁକୁ ଉଦ୍ଧାର କରିବା ସହିତ ଚୋରି ଉଦ୍ୟମ କରୁଥିବା ମହିଳାଙ୍କୁ କ୍ୟାପିଟାଲ୍ ଥାନାରେ ଜିମା ଦେଇଛନ୍ତି। ରାଜଧାନୀର ପ୍ରମୁଖ ସରକାରୀ ହସ୍ପିଟାଲରୁ ପିଲା ଚୋରି ଉଦ୍ୟମ ଘଟଣା ରାଜଧାନୀରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

Advertisement