Tuesday, September 8, 2026
ADVERTISEMENT
Home ଆଞ୍ଚଳିକ ଅଳଙ୍କାର ଦୋକାନ ଭିତରକୁ ମାଡିଗଲା ଟ୍ରକ୍ ,ସିକ୍ୟୁରିଟି ଗାର୍ଡ ମୃତ।

ଅଳଙ୍କାର ଦୋକାନ ଭିତରକୁ ମାଡିଗଲା ଟ୍ରକ୍ ,ସିକ୍ୟୁରିଟି ଗାର୍ଡ ମୃତ।

160
ADVERTISEMENT

ବଲାଙ୍ଗୀର,o୩/୧୨(ଡ଼ି.ଏଚ୍.ବ୍ୟୁରୋ):-ବଲାଙ୍ଗୀର ଜିଲ୍ଲା ପାଟଣା ଛକ ନିକଟସ୍ଥ ଏକ ଅଳଙ୍କାର ଦୋକାନ ଭିତରକୁ ମାଡିଗଲା ଟ୍ରକ୍ l ଏଥିରେ ଦୋକାନର ସିକ୍ୟୁରିଟି ଗାର୍ଡ ମୃତ। ଏବଂ ଟ୍ରକ୍ ଚାଳକ ଜଣକ ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଉଥିବା କାରଣରୁ ଏଭଳି ଅଘଟଣ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିବା ପରେ ବଲାଙ୍ଗୀର ଟାଉନ୍ ଥାନା ପୁଲିସ ଅଭିଯୁକ୍ତ ଚାଳକକୁ ଅଟକ ରଖିବା ସହ ଟ୍ରକକୁ ଜବତ କରିଛି।

Advertisement