Monday, September 7, 2026
ADVERTISEMENT
Home ଆଞ୍ଚଳିକ ବାପାର ଟ୍ରାକ୍ଟର ତଳେ ଚାପି ହୋଇ ଶିଶୁପୁତ୍ରର ମୃତ୍ୟୁ।

ବାପାର ଟ୍ରାକ୍ଟର ତଳେ ଚାପି ହୋଇ ଶିଶୁପୁତ୍ରର ମୃତ୍ୟୁ।

130
ADVERTISEMENT

ବୌଦ୍ଧ,୦୧/୧୨(ଡ଼ି.ଏଚ୍.ବ୍ୟୁରୋ):-ବୌଦ୍ଧ ଜିଲ୍ଲା ଆଦର୍ଶ ଥାନା ଅଧୀନ ନାରାୟଣନଗରରେ ବାପାର ଟ୍ରାକ୍ଟର ତଳେ ଚାପି ହୋଇ ଶିଶୁପୁତ୍ରର ମୃତ୍ୟୁ। ବାପା ଟ୍ରାକ୍ଟରକୁ ପଛକୁ ନେଉଥିବା ବେଳେ ହଠାତ୍ ତାଙ୍କ ପୁଅ ଆହ୍ୱାନ ଦୌଡ଼ି ଆସିଥିଲା। ଏବଂସେ ଟ୍ରାକ୍ଟରକୁ ପଛକୁ ନେଉଥିବା ବେଳେ ଚକା ତଳେ ପଡ଼ି ଯାଇଥିଲା।

Advertisement