Friday, November 6, 2026
ADVERTISEMENT
Home ରାଜ୍ୟ ତାମିଲନାଡୁରେ ପ୍ରବଳ ବର୍ଷା ଯୋଗୁ ସହରର ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।

ତାମିଲନାଡୁରେ ପ୍ରବଳ ବର୍ଷା ଯୋଗୁ ସହରର ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।

109
ADVERTISEMENT

ତାମିଲନାଡୁ,୦୧/୧୨(ଡ଼ି.ଏଚ୍.ବ୍ୟୁରୋ):-ବାତ୍ୟା ଫେଙ୍ଗଲ୍ ତାମିଲନାଡୁ ଏବଂ ପୁଡୁଚେରୀରେ ଲ୍ୟାଣ୍ଡଫଲ୍ କରିଛି । ଯାହାର ପ୍ରଭାବରେ ତାମିଲନାଡୁରେ ପ୍ରବଳ ବର୍ଷା ଯୋଗୁ ସହରର ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।। ଏବଂ ବିମାନ,ଟ୍ରେନ୍ ସେବାରେ ବାଧା ସୃଷ୍ଟି କରିଛି।

Advertisement