ADVERTISEMENT
Home ଆଞ୍ଚଳିକ ଦୁଇଟି କାରରୁ ୭୩ଟି ରୁପାଇଟା ସହ ନଗଦ ୫ଲକ୍ଷ ୪୨ହଜାର ୬୦୦ ଟଙ୍କା ଜବତ।

ଦୁଇଟି କାରରୁ ୭୩ଟି ରୁପାଇଟା ସହ ନଗଦ ୫ଲକ୍ଷ ୪୨ହଜାର ୬୦୦ ଟଙ୍କା ଜବତ।

116
ADVERTISEMENT

ଖଲ୍ଲିକୋଟ,୩୦/୧୧(ଡ଼ି.ଏଚ୍.ବ୍ୟୁରୋ):-ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ପୁଲିସ କେଶପୁର ଛକନିକଟରେ ଦୁଇଟି କାର ରୁ ୭୩ଟି ରୁପାଇଟା ସହ ନଗଦ ୫ଲକ୍ଷ ୪୨ହଜାର ୬୦୦ ଟଙ୍କା ଜବତ କରିବା ସହ ୨ଜଣକୁ ଅଟକ ରଖିଛି ।ଏବଂ ଜବତ ରୁପାଇଟାର ଆନୁମାନିକ ବଜାର ମୂଲ୍ୟ ୭୫ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯlଉଥିବାବେଳେ ଜି ଏ ସ ଟି ଫାଙ୍କି ଏହା ବ୍ରହ୍ମପୁରରୁ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିଲା।

Advertisement