Thursday, August 13, 2026
ADVERTISEMENT
Home Uncategorized ବାତ୍ୟା ‘ଫେଙ୍ଗାଲ’ ପ୍ରଭାବରେ ଓଡିଶାର କିଛି ସ୍ଥାନରେ କୋହଲା ପାଗ ସହ ହାଲୁକାରୁ ମଧ୍ୟମ ଧରଣର...

ବାତ୍ୟା ‘ଫେଙ୍ଗାଲ’ ପ୍ରଭାବରେ ଓଡିଶାର କିଛି ସ୍ଥାନରେ କୋହଲା ପାଗ ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା।

145
ADVERTISEMENT

ଭୁବନେଶ୍ୱର,୩୦/୧୧(ଡ଼ି.ଏଚ୍.ବ୍ୟୁରୋ):-ବଙ୍ଗୋପସାଗରରେ ସୃଷ୍ଟି ସାମୁଦ୍ରିକ ବାତ୍ୟା ଫେଙ୍ଗାଲ ତାମିଲନାଡୁର କରାଇକାଲା ଓ ପୁଡୁଚେରୀ ଉପକୂଳ ଅତିକ୍ରମ କରିବ। ଯାହାର ପ୍ରଭାବରେ ଆଜି ଓଡିଶାର କିଛି ସ୍ଥାନରେ କୋହଲା ପାଗ ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ବାଲେଶ୍ଵର, କଟକ, ପୁରୀ , ଖୋର୍ଦ୍ଧା, ନୟାଗଡ, ଗଜପତି, କନ୍ଧମାଳ, କୋରାପୁଟ, ମାଲକାନଗିରି , ଗଞ୍ଜାମ ଏବଂ ରାୟଗଡା ଆଦି ଜିଲ୍ଲା କୁ ୟେଲୋ ଆଲର୍ଟ ଜାରି କରାଯାଇଛି।

Advertisement