ADVERTISEMENT
Home Uncategorized ଅନୁଗୋଳ ଅମଲାପଡାରେ ଜଣେ ନାବାଳିକାକୁ ଅପହରଣ ଅଭିଯୋଗ ।

ଅନୁଗୋଳ ଅମଲାପଡାରେ ଜଣେ ନାବାଳିକାକୁ ଅପହରଣ ଅଭିଯୋଗ ।

155
ADVERTISEMENT

ଅନୁଗୋଳ,୨୭/୧୧(ଡ଼ି.ଏଚ୍.ବ୍ୟୁରୋ):-ଅନୁଗୋଳ ଅମଲାପଡାରେ ଏକ ଆୟୁରବେଦ ଚିକିତ୍ସା କେନ୍ଦ୍ରରୁ ଜଣେ ନାବାଳିକାକୁ ଅପହରଣ କରାଯାଇଥିବା ନେଇ ଅନୁଗୁଳ ଥାନାରେ ଅଭିଯୋଗ ହୋଇଛି। ନାବାଳିକା ଜଣଙ୍କ ଅନୁଗୋଳ ସହରର ସୌଭାଗ୍ୟ ନଗର ଅଞ୍ଚଳରେ ହୋଇଥିବାବେଳେ ସେ ଅମଲାପଡାର ଏହି ଚିକିତ୍ସା କେନ୍ଦ୍ରକୁ ଟ୍ରେନିଙ୍ଗ ନେବାପାଇଁ ଯାଉଥିଲା।

Advertisement