ADVERTISEMENT
Home ଆଞ୍ଚଳିକ ଆଜି ଆଇଏଏସ ସୁଜାତା କାର୍ତିକେୟନ ପାଣ୍ଡିଆନ କାର୍ଯ୍ୟରେ ଯୋଗ ଦେଇଛନ୍ତି।

ଆଜି ଆଇଏଏସ ସୁଜାତା କାର୍ତିକେୟନ ପାଣ୍ଡିଆନ କାର୍ଯ୍ୟରେ ଯୋଗ ଦେଇଛନ୍ତି।

109
ADVERTISEMENT

ଭୁବନେଶ୍ୱର,୨୭/୧୧(ଡ଼ି.ଏଚ୍.ବ୍ୟୁରୋ):-ପୂର୍ବତନ ଆଇଏଏସ ଭି କାର୍ତିକେୟନ ପାଣ୍ଡିଆନଙ୍କ ପତ୍ନୀ ତଥା ଆଇଏଏସ ସୁଜାତା କାର୍ତିକେୟନ ପାଣ୍ଡିଆନ ଆଜି କାର୍ଯ୍ୟରେ ଯୋଗ ଦେଇଛନ୍ତି। ନିର୍ବାଚନ ପରେ ବିଜେଡିର ଶୋଚନୀୟ ପରାସ୍ତ ପରେ ସେ ଗତ ମେ’ ମାସ ୩୧ରୁ ନଭେମ୍ବର ୨୬ ଯାଏଁ ଛୁଟି ନେଇଥିଲେ ଏବଂ ରାଜ୍ୟ ସରକାର ମଧ୍ୟ ତାହା ମଂଜୁର କରିଥିଲେ।

Advertisement