Thursday, August 6, 2026
ADVERTISEMENT
Home ଆଞ୍ଚଳିକ ନୂଆପଡ଼ା ଜିଲ୍ଲା ଜୋଙ୍କ ଥାନା ଆଇଆଇସି ଗୁରୁଦେବ କର୍ମି ନିଲମ୍ବିତ।

ନୂଆପଡ଼ା ଜିଲ୍ଲା ଜୋଙ୍କ ଥାନା ଆଇଆଇସି ଗୁରୁଦେବ କର୍ମି ନିଲମ୍ବିତ।

222
ADVERTISEMENT

ନୂଆପଡ଼ା,୨୫/୧୧,(ଡ଼ି.ଏଚ୍.ବ୍ୟୁରୋ):-ନୂଆପଡ଼ା ଜିଲ୍ଲା ଜୋଙ୍କ ଥାନା ଆଇଆଇସି ଗୁରୁଦେବ କର୍ମି ନିଲମ୍ବିତ। ସ୍ଥାନୀୟ ଚାଳମୁଣ୍ଡା ଓ ଠେଲକୋବେଢାରେ ବଡ଼ଧରଣର ଜୁଆ ଗୋଷ୍ଠୀକୁ ଠାବ କରିବା ଘଟଣାରେ ଜୋଙ୍କ ଥାନା ଅଧିକାରୀଙ୍କୁ ନିଲମ୍ବିତ କରିବା ସହ କୋରାପୁଟ ଡିଆଇଜି କାର୍ଯ୍ୟାଳୟରେ ହାଜର ହେବାକୁ ନିର୍ଦେଶ ଦିଆଯାଇଛି।

Advertisement