Monday, September 7, 2026
ADVERTISEMENT
Home ଆଞ୍ଚଳିକ ଜଳିଗଲା କଣ୍ଟେନର,କଣ୍ଟେନର ଡ୍ରାଇଭର ଜୀବନ୍ତ ଦଗ୍ଧ।

ଜଳିଗଲା କଣ୍ଟେନର,କଣ୍ଟେନର ଡ୍ରାଇଭର ଜୀବନ୍ତ ଦଗ୍ଧ।

144
ADVERTISEMENT

ବାଲେଶ୍ଵର,୨୪/୧୧,(ଡ଼ି.ଏଚ୍. ବ୍ୟୁରା):-ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ଥାନା ଲକ୍ଷ୍ମଣନାଥ ଟୋଲପ୍ଲାଜା ନିକଟରେ ଟୋଲପ୍ଲାଜାକୁ ଧକ୍କା ଦେଇ ଜଳିଗଲା କଣ୍ଟେନର। ଫଳରେ କଣ୍ଟେନର ଡ୍ରାଇଭର ଜଣକ ଜୀବନ୍ତ ଦଗ୍ଧ ହୋଇଯାଇଥିବାବେଳେ ଅଳ୍ପକେ ବର୍ତ୍ତି ଯାଇଥିଲେ ଟୋଲପ୍ଲାଜା କର୍ମଚାରୀ। ଏବଂ ଉକ୍ତ ଚା ବୋଝେଇ କଣ୍ଟେନର ଟି ପଶ୍ଚିମବଙ୍ଗରୁ ଓଡିଶା ଅଭିମୁଖେ ଆସୁଥିଲା।

Advertisement