Tuesday, September 8, 2026
ADVERTISEMENT
Home ଆଞ୍ଚଳିକ ଯବାନଙ୍କ ପକ୍ଷରୁ ୨ଟି ମାଓବାଦୀ ଶିବିର ଠାବ।

ଯବାନଙ୍କ ପକ୍ଷରୁ ୨ଟି ମାଓବାଦୀ ଶିବିର ଠାବ।

171
ADVERTISEMENT

ବୌଦ୍ଧ,୨୩/୧୧(ଡ଼ି.ଏଚ୍. ବ୍ୟୁରୋ):- ବୌଦ୍ଧ ଜିଲା ମନମୁଣ୍ଡା ଥାନା ଅନ୍ତର୍ଗତ ବାହାବାଲାଖୋଲ ସଂରକ୍ଷିତ ଜଙ୍ଗଲର କନକା ଏବଂ କୁଆକୁମୁଡ଼ା ଅଞ୍ଚଳରେ ଯବାନଙ୍କ ପକ୍ଷରୁ ୨ଟି ମାଓବାଦୀ ଶିବିର ଠାବ ହୋଇଛି। ଏବଂ ଆଗୁଆ ସୂଚନା ପାଇ ମାଓବାଦୀମାନେ ସେଠାରୁ ଖସି ପଳାଇଥିବା ଅନୁମାନ କରାଯାଉଥିବାବେଳେ ଯବାନମାନେ ବହୁ ପରିମାଣର ମାଓବାଦୀ ସାମଗ୍ରୀ ଏବଂ ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି।

Advertisement