Thursday, November 5, 2026
ADVERTISEMENT
Home ଆଞ୍ଚଳିକ କୋରାପୁଟ ଜିଲ୍ଲା ଜୟପୁର ସଦର ଥାନା ଜବାକନାଡି ନିକଟରେ ବାଇକ ଚାଳକଙ୍କ ଉପରେ ମାଡିଗଲା ଟ୍ରକ...

କୋରାପୁଟ ଜିଲ୍ଲା ଜୟପୁର ସଦର ଥାନା ଜବାକନାଡି ନିକଟରେ ବାଇକ ଚାଳକଙ୍କ ଉପରେ ମାଡିଗଲା ଟ୍ରକ ।

159
ADVERTISEMENT

କୋରାପୁଟ,୨୨/୧୧(ଡ଼ି ଏଚ୍ ବ୍ୟୁରୋ):- କୋରାପୁଟ ଜିଲ୍ଲା ଜୟପୁର ସଦର ଥାନା ଜବାକନାଡି ନିକଟରେ ବାଇକ ଚାଳକଙ୍କ ଉପରେ ମାଡିଗଲା ଟ୍ରକ । ଘଟଣା ସ୍ଥଳରେ ୪ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ସମସ୍ତ ମୃତକମାନେ ଗୋଟିଏ ବାଇକରେ ଯାଉଥିଲେ । ଏବଂ ସ୍ଥାନୀୟ ପୋଲିସର ତଦନ୍ତ ଜାରି l

Advertisement