ଅନୁଗୁଳରେ ଟମାଟୋର ଅଭାବୀ ବିକ୍ରି l

23
ADVERTISEMENT

ଅନୁଗୁଳ,୧୪/୨(ଡି.ଏଚ ବ୍ୟୁରୋ):-ଅନୁଗୁଳରେ ଟମାଟୋର ଅଭାବୀ ବିକ୍ରି l ଜିଲ୍ଲାରେ ମୋଟ ୪୯୬୭.୯୬ ହେକ୍ଟର୍ ଜମିରେ ଟମାଟୋ ଚାଷ ହେଉଥିବାବେଳେ ସେଥିରେ ୬୯ହଜାର ୩୪୯.୭ ମେଟ୍ରିକ ଟନ୍ ଟମାଟୋ ଉତ୍ପାଦନ ହେଉଛି।ଫଳରେ ଚାଷୀ କେଜି ପ୍ରତି ୪ରୁ ୫ ଟଙ୍କାରେ ବିକ୍ରିକରିବା ସହ ବଳକା ଟ୍ରେ ଟ୍ରେ ଟମାଟୋକୁ ନାଳରେ ଫିଙ୍ଗି ଦେଉଥିବା ଦେଖିବାକୁ ମିଳିଛି l

Advertisement