Tuesday, August 18, 2026
ADVERTISEMENT
Home ରାଜ୍ୟ ମଧ୍ୟପ୍ରଦେଶର ହରଦାଠାରେ ଥିବା ଏକ ବାଣ କାରଖାନାରେ ଆଜି ଏକ ବଡ ଧରଣର ବିସ୍ଫୋରଣ |

ମଧ୍ୟପ୍ରଦେଶର ହରଦାଠାରେ ଥିବା ଏକ ବାଣ କାରଖାନାରେ ଆଜି ଏକ ବଡ ଧରଣର ବିସ୍ଫୋରଣ |

130
ADVERTISEMENT

ଭୋପାଲ,୦୬/୨(ଡି.ଏଚ ବ୍ୟୁରୋ):-ମଧ୍ୟପ୍ରଦେଶର ହରଦାଠାରେ ଥିବା ଏକ ବାଣ କାରଖାନାରେ ଆଜି ଏକ ବଡ ଧରଣର ବିସ୍ଫୋରଣ ଘଟିଛି | ଯେଉଁଥିରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୪୦ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଏହି ବିସ୍ଫୋରଣରେ ସମଗ୍ର ସହର ଥରିଯାଇଥିବାବେଳେ ବିସ୍ଫୋରଣ ପରେ ଆଖପାଖ ଅଞ୍ଚଳରେ ପ୍ରାୟ ୫୦ଟି ଘରେ ନିଆଁ ଲାଗିଯାଇଛି। ତାଜା ସୂଚନା ମୁତାବକ ବର୍ତ୍ତମାନ ଗୁରୁତର ଆହତ ହୋଇଥିବା ୨୦ ଜଣଙ୍କୁ ଭୋପାଳକୁ ସ୍ଥାନାନ୍ତର କରାଯାଇଛି।

Advertisement