Tuesday, August 18, 2026
ADVERTISEMENT
Home ଆଞ୍ଚଳିକ ବାଲି ବୋଝେଇ ହାଇୱା ୩ଟି ଦୋକାନ ଘରଉପରକୁ ମାଡିଯିବା ଫଳରେ ଦୋକାନ ଭାଙ୍ଗିଯିବା ସହ ଲକ୍ଷାଧିକ...

ବାଲି ବୋଝେଇ ହାଇୱା ୩ଟି ଦୋକାନ ଘରଉପରକୁ ମାଡିଯିବା ଫଳରେ ଦୋକାନ ଭାଙ୍ଗିଯିବା ସହ ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ।

181
ADVERTISEMENT

କେନ୍ଦୁଝର,୦୪/୨(ଡି.ଏଚ ବ୍ୟୁରୋ):-କେନ୍ଦୁଝର ଆନନ୍ଦପୁର ନନ୍ଦିପଦା ଥାନା ଚଣ୍ଡିବିରଞ୍ଚିପୁର ଛକରେ ଅଭାବନୀୟ ଘଟଣା । ଏକ ବାଲି ବୋଝେଇ ହାଇୱା ୩ଟି ଦୋକାନ ଘରଉପରକୁ ମାଡିଯିବା ଫଳରେ ଦୋକାନ ଭାଙ୍ଗିଯିବା ସହ ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଛି। ଏବଂ ଦୋକାନୀ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଥିବା ବେଳେ ଟ୍ରକ୍ ଡ୍ରାଇଭର ଜଣକ ଘଟଣାସ୍ଥଳରୁ ଫେରାର ହୋଇଛି।

Advertisement