Tuesday, August 18, 2026
ADVERTISEMENT
Home ଆଞ୍ଚଳିକ ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଥାନା ଅଧୀନ ବହିରା ଛକ ନିକଟରେ ଏକ ବୋଲେରୋକୁ ଧକ୍କା ଦେଲା...

ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଥାନା ଅଧୀନ ବହିରା ଛକ ନିକଟରେ ଏକ ବୋଲେରୋକୁ ଧକ୍କା ଦେଲା ଟ୍ରକ୍,୮ଜଣ ଗୁରୁତର ।

137
ADVERTISEMENT

ବୌଦ୍ଧ,୦୪/୨(ଡି.ଏଚ ବ୍ୟୁରୋ):-ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଥାନା ଅଧୀନ ବହିରା ଛକ ନିକଟରେ ଏକ ବୋଲେରୋକୁ ଧକ୍କା ଦେଲା ଟ୍ରକ୍ । ଏଥିରେ ବୋଲେରୋରେ ଥିବା ୮ଜଣ ଗୁରୁତର ଭାବେ ଆହତ ହୋଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି । ଘଟଣାସ୍ଥଳରେ ପୁଲିସ ର ତଦନ୍ତ ଜାରି ଥିବାବେଳେ ଉକ୍ତ ଟ୍ରକଟି ସାମ୍ନା ପଟୁ ଆସୁଥିବା ଏକ ବୋଲେରୋ ସହ ମୁହାଁମୁହିଁ ଧକ୍କା ହୋଇଥିଲା।

Advertisement