Tuesday, August 18, 2026
ADVERTISEMENT
Home ଆଞ୍ଚଳିକ ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ଗଡ଼ଖୋର୍ଦ୍ଧା ଛକ ନିକଟରେ ଭାରସ୍ୟାମ ହରାଇ ଯାତ୍ରୀବାହୀ ବସକୁ ପିଟିଲା...

ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ଗଡ଼ଖୋର୍ଦ୍ଧା ଛକ ନିକଟରେ ଭାରସ୍ୟାମ ହରାଇ ଯାତ୍ରୀବାହୀ ବସକୁ ପିଟିଲା ହାଇଓ୍ୱା ।

134
ADVERTISEMENT

ଖୋର୍ଦ୍ଧା ,୦୨/୨(ଡି.ଏଚ ବ୍ୟୁରୋ):-ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ଗଡ଼ଖୋର୍ଦ୍ଧା ଛକ ନିକଟରେ ଭାରସ୍ୟାମ ହରାଇ ଯାତ୍ରୀବାହୀ ବସକୁ ପିଟିଲା ହାଇଓ୍ୱା । ଘଟଣାରେ ୧୮ଯାତ୍ରୀ ଆହତ ହୋଇଥିବାବେଳେ ସମସ୍ତ ରାୟଗଡ଼ାରୁ ଏକ ବସ୍ ଯୋଗେ ପୁରୀକୁ ଆସୁଥିଲା।

Advertisement