Tuesday, August 18, 2026
ADVERTISEMENT
Home ଆଞ୍ଚଳିକ ବ୍ରହ୍ମପୁର ଆସିକା ରେଞ୍ଜର ଧରାକୋଟ ଓ ଷଡ଼ଙ୍ଗୀପଲ୍ଲୀରେ ହାତୀ ଆତଙ୍କ ।

ବ୍ରହ୍ମପୁର ଆସିକା ରେଞ୍ଜର ଧରାକୋଟ ଓ ଷଡ଼ଙ୍ଗୀପଲ୍ଲୀରେ ହାତୀ ଆତଙ୍କ ।

121
ADVERTISEMENT

ବ୍ରହ୍ମପୁର,୦୨/୨(ଡି.ଏଚ ବ୍ୟୁରୋ):-ବ୍ରହ୍ମପୁର ଆସିକା ରେଞ୍ଜର ଧରାକୋଟ ଓ ଷଡ଼ଙ୍ଗୀପଲ୍ଲୀରେ ହାତୀ ଆତଙ୍କ । ସନ୍ଧ୍ୟା ହେଲେ ଜଙ୍ଗଲ ନିକଟରେ ଥିବା ହାତୀପଲ ଗାଁରେ ପଶି ଫସଲ ନଷ୍ଟ କରିବା ସହ ଘରଦ୍ୱାର ଭାଙ୍ଗୁଥିବା ଦେଖିବାକୁ ମିଳିଛି ।ଫଳରେ ହାତୀ ପ୍ରବେଶକୁ ରୋକିବା ପାଇଁ ବନବିଭାଗ ବିଭିନ୍ନ ସ୍ଥାନରେ ଲୋକଙ୍କୁ ସଚେତନ କରିବା ସହ ହାତୀ ଯାଉଥିବା ରାସ୍ତାକୁ ନାକାବନ୍ଦୀ କରି ଲୋକଙ୍କୁ ଘରୁ ନ ବାହାରିବାକୁ ନିର୍ଦେଶ ଦେଇଛି ।

Advertisement