Wednesday, August 19, 2026
ADVERTISEMENT
Home ଆଞ୍ଚଳିକ କଟକ ଚୌଦ୍ବାର ଥାନା ନୁଆପାଟଣା ରାସ୍ତାରେ ଡିଭାଇଡରରେ ପିଟି ହୋଇ ଓଲଟିଲା ଲକ୍ଷ୍ମୀ ନାମକ ବସ୍...

କଟକ ଚୌଦ୍ବାର ଥାନା ନୁଆପାଟଣା ରାସ୍ତାରେ ଡିଭାଇଡରରେ ପିଟି ହୋଇ ଓଲଟିଲା ଲକ୍ଷ୍ମୀ ନାମକ ବସ୍ ।

148
ADVERTISEMENT

କଟକ,୦୧/୨(ଡି.ଏଚ ବ୍ୟୁରୋ):-କଟକ ଚୌଦ୍ବାର ଥାନା ନୁଆପାଟଣା ରାସ୍ତାରେ ଡିଭାଇଡରରେ ପିଟି ହୋଇ ଓଲଟିଲା ଲକ୍ଷ୍ମୀ ନାମକ ବସ୍ । ଏହି ଦୁର୍ଘଟଣାରେ ୨୦ଜଣ ଆହତ ହୋଇଥିବାବେଳେ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି କଟକ ଏସସିବିକୁ ସ୍ଥାନାନ୍ତର କରିଛି। ଏବଂ ପ୍ରବଳ କୁହୁଡି ଯୋଗୁଁ ରାସ୍ତା ନଦେଖାଯିବା କାରଣରୁ ବସଟି ଡିଭାଇଡରରେ ପିଟି ହୋଇଯାଇଥିବା ସୂଚନା ।

Advertisement