Thursday, November 5, 2026
ADVERTISEMENT
Home ଆଞ୍ଚଳିକ ନକଲି ପୁଲିସ ସାଜି ଚାନ୍ଦା ଆଦାୟ କରିବା ଅଭିଯୋଗରେ ପାଣିକୋଇଲି ଥାନା ପୁଲିସ ଜଣେ ହୋମଗାର୍ଡଙ୍କ...

ନକଲି ପୁଲିସ ସାଜି ଚାନ୍ଦା ଆଦାୟ କରିବା ଅଭିଯୋଗରେ ପାଣିକୋଇଲି ଥାନା ପୁଲିସ ଜଣେ ହୋମଗାର୍ଡଙ୍କ ସମେତ ୫ ଜଣଙ୍କୁ ଗିରଫ କରିଛି।

181
ADVERTISEMENT

ପାଣିକୋଇଲି ,୨୯/୧(ଡି.ଏଚ ବ୍ୟୁରୋ):-ନକଲି ପୁଲିସ ସାଜି ଚାନ୍ଦା ଆଦାୟ କରିବା ଅଭିଯୋଗରେ ପାଣିକୋଇଲି ଥାନା ପୁଲିସ ଜଣେ ହୋମଗାର୍ଡଙ୍କ ସମେତ ୫ ଜଣଙ୍କୁ ଗିରଫ କରିଛି। ଏବଂ ସେମାନଙ୍କଠାରୁ ଜାଲ ପରିଚୟପତ୍ର, ତିନିହଜାର ଟଙ୍କା ଓ ଗୋଟିଏ ବୋଲେରୋ ଜବତ ହୋଇଥିବାବେଳେ ସେମାନେ ହେଲେ ପ୍ରଦୀପ ବେହେରା ପବିତ୍ର ଦାସ(୨୧), ଚିନ୍ମୟ ଦାସ (୨୩) ଗିରିଧାରୀ ବେହେରା ଏବଂ ଜଣେ ନାବାଳକ ଅନ୍ତର୍ଭୁକ୍ତ।

Advertisement