Thursday, November 5, 2026
ADVERTISEMENT
Home ଆଞ୍ଚଳିକ କୋରାପୁଟ ଜିଲ୍ଲା ୬୩ ଜାତୀୟ ରାଜପଥ ବିଜାପୁର ଗାଁନିକଟରେ ଭାରସ୍ୟାମ ହରାଇ ଯାତ୍ରୀବାହୀ ଅଟୋ ଓ...

କୋରାପୁଟ ଜିଲ୍ଲା ୬୩ ଜାତୀୟ ରାଜପଥ ବିଜାପୁର ଗାଁନିକଟରେ ଭାରସ୍ୟାମ ହରାଇ ଯାତ୍ରୀବାହୀ ଅଟୋ ଓ ୨ଟି ବାଇକ୍କୁ ଧକ୍କା ଦେଲା ସ୍କୋର୍ପିଓ, ୩ଜଣଙ୍କର ମୃତ୍ୟୁ।

154
ADVERTISEMENT

କୋରାପୁଟ,୨୭/୧(ଡି.ଏଚ ବ୍ୟୁରୋ):-କୋରାପୁଟ ଜିଲ୍ଲା ୬୩ ଜାତୀୟ ରାଜପଥ ବିଜାପୁର ଗାଁନିକଟରେ ଭାରସ୍ୟାମ ହରାଇ ଯାତ୍ରୀବାହୀ ଅଟୋ ଓ ୨ଟି ବାଇକ୍କୁ ଧକ୍କା ଦେଲା ସ୍କୋର୍ପିଓ ।ଘଟଣାସ୍ଥଳରେ ତିନିଜଣଙ୍କର ମୃତ୍ୟୁ ଘଟିଥିବାବେଳେ ମୃତକମାନଙ୍କ ମଧ୍ୟରୁ ୨ ଜଣ ଅଟୋ ଯାତ୍ରୀ ଥିବା ବେଳେ ଅନ୍ୟଜଣେ ବାଇକ ଚାଳକବୋଲି ସୂଚନା ।

Advertisement