Thursday, August 20, 2026
ADVERTISEMENT
Home ଆଞ୍ଚଳିକ ସିବିଆଇ ହାତରେ ରାଉରକେଲାର କେନ୍ଦ୍ରୀୟ ଜିଏସଟି କାର୍ଯ୍ୟାଳୟର ଅଧିକାରୀ ଅମରକାନ୍ତ କୁମାର ହିମାଂଶୁ।

ସିବିଆଇ ହାତରେ ରାଉରକେଲାର କେନ୍ଦ୍ରୀୟ ଜିଏସଟି କାର୍ଯ୍ୟାଳୟର ଅଧିକାରୀ ଅମରକାନ୍ତ କୁମାର ହିମାଂଶୁ।

157
ADVERTISEMENT

ରାଉରକେଲା,୨୬/୧(ଡି.ଏଚ ବ୍ୟୁରୋ):-ସିବିଆଇ ହାତରେ ରାଉରକେଲାର କେନ୍ଦ୍ରୀୟ ଜିଏସଟି କାର୍ଯ୍ୟାଳୟର ଅଧିକାରୀ ଅମରକାନ୍ତ କୁମାର ହିମାଂଶୁ। ସେ ବକେୟା ଟିକସ କମାଇବା ପାଇଁ ଜଣେ ଠିକାଦାରଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ସିବିଆଇ ହାତରେ ଧରାପଡ଼ିଛନ୍ତି। ଏହାପରେ ସିବିଆଇ ଏକ ମାମଲା ରୁଜୁ କରିବାସହ ତାଙ୍କ କାର୍ଯ୍ୟାଳୟ,ବାସଗୃହରେ ତଦନ୍ତ ଜାରି କରିଥିବା ସୂଚନା ।

Advertisement