Wednesday, August 19, 2026
ADVERTISEMENT
Home ଆଞ୍ଚଳିକ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଦୀକ୍ଷିତପଡ଼ାରେ ସାଙ୍ଗକୁ ମାରିଲା ସାଙ୍ଗ।

ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଦୀକ୍ଷିତପଡ଼ାରେ ସାଙ୍ଗକୁ ମାରିଲା ସାଙ୍ଗ।

138
ADVERTISEMENT

ବାଣପୁର,୨୬/୧(ଡି.ଏଚ ବ୍ୟୁରୋ):-ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଦୀକ୍ଷିତପଡ଼ାରେ ସାଙ୍ଗକୁ ମାରିଲା ସାଙ୍ଗ। ଅପହରଣ କରି ମୁଣ୍ଡଜାମିନ ରଖିବା ପରେ ସାଙ୍ଗକୁ କୁ ମାରି କୂଅରେ ପକାଇଦେଲା। ମୃତକ ହେଲେ ବାଣପୁର ଖମାରସାହିର ଆଶୁତୋଷ ମହାପାତ୍ର(୧୭)। ଏହି ଘଟଣାରେ, ପୁଲିସ ଆଶୁତୋଷଙ୍କ ବନ୍ଧୁ ଆଶୀର୍ବାଦଙ୍କୁ ଗିରଫ କରିଥିବାବେଳେ ସେ ପ୍ରତିଶୋଧ ଓ ଟଙ୍କା ପାଇଁ ହତ୍ୟା କରିଥିବା ପୁଲିସ ନିକଟରେ ସ୍ବୀକାର କରିଥିବା ସୂଚନା ।

Advertisement