Thursday, August 20, 2026
ADVERTISEMENT
Home ଆଞ୍ଚଳିକ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ନାରାୟଣୀ ଛକ ନିକଟରେ କାର ଓ ବାଇକ ମଧ୍ୟରେ...

ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ନାରାୟଣୀ ଛକ ନିକଟରେ କାର ଓ ବାଇକ ମଧ୍ୟରେ ଧକ୍କା, ଦମ୍ପତିଙ୍କ ମୃତ୍ୟୁ l

104
ADVERTISEMENT

ବ୍ରହ୍ମପୁର,୨୩/୧(ଡି.ଏଚ ବ୍ୟୁରୋ):-ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ନାରାୟଣୀ ଛକ ନିକଟରେ କାର ଓ ବାଇକ ମଧ୍ୟରେ ଧକ୍କା l ଦୁର୍ଘଟଣାରେ ବାଇକରେ ଥିବା ଦମ୍ପତି ଆଇତିପୁର ଗ୍ରାମର ଯୋଗୀ ପ୍ରଧାନ ଓ ତାଙ୍କ ସ୍ତ୍ରୀ କାବୁଲି ପ୍ରଧାନଙ୍କ ମୃତ୍ୟୁ ଘଟି ଥିବାବେଳେ ପୁଲିସ କାରକୁ ଅଟକ ରଖିବା ସହ ତଦନ୍ତ ଚଳାଇଥିବା ସୂଚନା ।

Advertisement