Wednesday, August 19, 2026
ADVERTISEMENT
Home ଆଞ୍ଚଳିକ ଗଂଜାମ ଜିଲ୍ଲା ପାତ୍ରପୁର କେ.ନୁଆଁ ଗାଁ ଖରଣିପଡା ପଂଚାୟତ ଆମୁଣ୍ଡି ଗ୍ରାମ ନିକଟରେ ଧାନମଳା ଟ୍ରାକ୍ଟର...

ଗଂଜାମ ଜିଲ୍ଲା ପାତ୍ରପୁର କେ.ନୁଆଁ ଗାଁ ଖରଣିପଡା ପଂଚାୟତ ଆମୁଣ୍ଡି ଗ୍ରାମ ନିକଟରେ ଧାନମଳା ଟ୍ରାକ୍ଟର ଓଲଟି ୨ମହିଳା ଶ୍ରମିକଙ୍କ ମୃତ୍ୟୁ ।

130
ADVERTISEMENT

ବ୍ରହ୍ମପୁର,୨୨/୧(ଡି.ଏଚ ବ୍ୟୁରୋ):-ଗଂଜାମ ଜିଲ୍ଲା ପାତ୍ରପୁର କେ.ନୁଆଁ ଗାଁ ଖରଣିପଡା ପଂଚାୟତ ଆମୁଣ୍ଡି ଗ୍ରାମ ନିକଟରେ ଧାନମଳା ଟ୍ରାକ୍ଟର ଓଲଟି ୨ମହିଳା ଶ୍ରମିକଙ୍କ ମୃତ୍ୟୁ । ସେମାନେ ଚୈତନ୍ୟଚନ୍ଦ୍ରପୁର ଶାସନ ଗ୍ରାମର ହୋଇଥିବାବେଳେ ଉଭୟ ଧାନ ଅମଳ ପାଇଁ ଟ୍ରାକ୍ଟରେ ବସି ଫେରୁଥିଲେ । ଏବଂ କୌଣସି କାରଣରୁ ଧାନମଳା ଟ୍ରାକ୍ଟରଟି ଓଲଟିପଡିବା ଫଳରେ ତଳେ ଚାପିହୋଇ ମୃତ୍ୟୁ ବରଣ କରିଛନ୍ତି ।

Advertisement