Thursday, August 20, 2026
ADVERTISEMENT
Home ଆଞ୍ଚଳିକ ଭଦ୍ରକ ୧୬ନଂ ଜାତୀୟ ରାଜପଥ ରାଣୀତାଲ ହାଇଟେକ କଲେଜ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା,୩ ଜଣଙ୍କର...

ଭଦ୍ରକ ୧୬ନଂ ଜାତୀୟ ରାଜପଥ ରାଣୀତାଲ ହାଇଟେକ କଲେଜ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା,୩ ଜଣଙ୍କର ମୃତ୍ୟୁ ।

123
ADVERTISEMENT

ଭଦ୍ରକ,୨୨/୧(ଡି.ଏଚ ବ୍ୟୁରୋ):-ଭଦ୍ରକ ୧୬ନଂ ଜାତୀୟ ରାଜପଥ ରାଣୀତାଲ ହାଇଟେକ କଲେଜ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ଟ୍ରକ୍ ଭାରସ୍ୟାମ ହରାଇ ୩ଜଣ ବାଇକ ଆରୋହୀଙ୍କୁ ପଛପଟୁ ଧକ୍କା ଦେବାଫଳରେ ୩ ଜଣଙ୍କର ମୃତ୍ୟୁ । ଏବଂ ଘଟଣାସ୍ଥଳରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ପୁଲିସର ତଦନ୍ତ ଆରମ୍ଭ ।

Advertisement