ଆଞ୍ଚଳିକକୋରାପୁଟରାଜ୍ୟ ଭାରସାମ୍ୟ ହରାଇ ଓଲଟିଲା କାଠ ବୋଝେଇ ଟ୍ରକ୍। By DuniaHalchal - January 14, 2024 182 Share FacebookXPinterestWhatsApp ADVERTISEMENT କୋରାପୁଟ,୧୪/୧(ଡି.ଏଚ ବ୍ୟୁରୋ):-କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ୍ ଅନ୍ତର୍ଗତ ୩୨୬ ନଂ ଜାତୀୟ ରାଜପଥ ମୀନାପାଇ ଘାଟିରେ ଭାରସାମ୍ୟ ହରାଇ ଓଲଟିଲା କାଠ ବୋଝେଇ ଟ୍ରକ୍। ଫଳରେ କାଠପଡ଼ି ଜାତୀୟ ରାଜପଥ ଜାତୀୟ ରାଜପଥ ଅବରୋଧ ହେବl ସହ ଉଭୟ ପଟେ ବହୁ ଗାଡ଼ିମୋଟର ଅଟକି ରହିଛି। Advertisement