Wednesday, September 23, 2026
ADVERTISEMENT
Home ଆଞ୍ଚଳିକ କୋରାପୁଟର ଚଟୱା ଏବଂଜୋଲାପୁଟ ସୀମାରେ ୧୯୧ କିଲୋ ୭୦୦ ଗ୍ରାମ୍ ଓଜନର ଗଞ୍ଜେଇ ଜବତ ।

କୋରାପୁଟର ଚଟୱା ଏବଂଜୋଲାପୁଟ ସୀମାରେ ୧୯୧ କିଲୋ ୭୦୦ ଗ୍ରାମ୍ ଓଜନର ଗଞ୍ଜେଇ ଜବତ ।

186
ADVERTISEMENT

କୋରାପୁଟ,୧୩/୧(ଡି.ଏଚ ବ୍ୟୁରୋ):-କୋରାପୁଟର ଚଟୱା ଏବଂ ଜୋଲାପୁଟ ସୀମାରେ ୧୯୧ କିଲୋ ୭୦୦ ଗ୍ରାମ୍ ଓଜନର ଗଞ୍ଜେଇ ଜବତ । ନନ୍ଦପୁର ଉପଖଣ୍ଡ ଅଧୀନ ପାଡ଼ୁଆ ଥାନା ଅଞ୍ଚଳରୁ ୮୮ କିଲୋଗ୍ରାମ୍ ଓଜନର ଗଂଜେଇ ଜବତ ହୋଇଥିବାବେଳେ ମାଛକୁଣ୍ଡ ଥାନା ଅଞ୍ଚଳରୁ ୧୦୩ କିଲୋଗ୍ରାମ ୭୦୦ ଗ୍ରାମ ଓଜନର ଗଞ୍ଜେଇ ଜବତ ହୋଇଛି।ତେବେ ଉଭୟ ମାମଲାରେ ଅଭିଯୁକ୍ତ ଡ୍ରାଇଭର ପଳାଇବାରେ ସକ୍ଷମ ହୋଇଥିଲେ।

Advertisement