Thursday, August 20, 2026
ADVERTISEMENT
Home ଆଞ୍ଚଳିକ ଭିଜିଲାନ୍ସ ଜାଲରେ ତାଳଚେର ଆର୍ଟିଓ ଓ ଏମ ବି ଡି ଟ୍ରାଫିକ୍ ଇନସପେକ୍ଟର ଜିତେନ୍ଦ୍ର କୁମାର...

ଭିଜିଲାନ୍ସ ଜାଲରେ ତାଳଚେର ଆର୍ଟିଓ ଓ ଏମ ବି ଡି ଟ୍ରାଫିକ୍ ଇନସପେକ୍ଟର ଜିତେନ୍ଦ୍ର କୁମାର ବେହେରା।

126
ADVERTISEMENT

ଭୁବନେଶ୍ୱର,୧୩/୧(ଡି.ଏଚ ବ୍ୟୁରୋ):-ଭିଜିଲାନ୍ସ ଜାଲରେ ତାଳଚେର ଆର୍ଟିଓ ଓ ଏମ ବି ଡି ଟ୍ରାଫିକ୍ ଇନସପେକ୍ଟର ଜିତେନ୍ଦ୍ର କୁମାର ବେହେରା(୪୦)। ସେ ରାତି ଅଧିଆ କାର ରେ ଲକ୍ଷାଧିକ ଟଙ୍କା ନେଇ ଗାଁକୁ ଯାଉଥିବା ବେଳେ ରାଜ୍ୟ ଭିଜିଲାନ୍ସ ଟିମ୍ ତାଙ୍କୁ କାବୁ କରଛି। ଏବଂ ତାଙ୍କଠାରୁ ନଗଦ ୨୪ ଲକ୍ଷ ୨୭ ହଜାର ୯୦୦ ଟଙ୍କା, ୩୩୬ ଗ୍ରାମର ସୁନା ଗହଣା ଓ ଏକ ସ୍କୋଡା ରାପିଡ୍ କାର୍ ଜବତ କରିଛି।

Advertisement