Tuesday, September 8, 2026
ADVERTISEMENT
Home ଆଞ୍ଚଳିକ ଗୌତମୀ ଓ ଦୟାନିଧିପୁର ପଞ୍ଚାୟତରେ ବିକଶିତ ଭାରତ ରଥ l

ଗୌତମୀ ଓ ଦୟାନିଧିପୁର ପଞ୍ଚାୟତରେ ବିକଶିତ ଭାରତ ରଥ l

123
ADVERTISEMENT

ସାନଖେମୁଣ୍ଡି,୦୭/୧(ସପନ ଦାସ):-ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଗୌତମୀ ପଞ୍ଚାୟତ ଓ ଦୟାନିଧିପୁର ପଞ୍ଚାୟତରେ ବିକଶିତ ଭାରତ ରଥକୁ ପଞ୍ଚାୟତବାସୀଙ୍କ ସମ୍ବଦ୍ଧନା ସହ ସମ୍ବଦ୍ଧନା ଉତ୍ସବ ଅନୁଷ୍ଠିତl ଏଥିରେ ବିଜେପି ରାଜ୍ୟ କାଯ୍ୟକାରାଣୀ ସଦସ୍ୟ ଶ୍ରୀ ବିଜୟ କୁମାର ସ୍ୱାଇଁ ଏହାର ଉଧଘାଟନ କରିଥିବାବେଳେ ବିଭିନ୍ନ ସାଂସ୍କୁତିକ କାଯ୍ୟକ୍ରମର ଆୟୋଜନ ହୋଇଥିଲା l ଏବଂ କୃତିତ୍ଵ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା l ଏହି କାଯ୍ୟକ୍ରମରେ ଗୌତମୀ ସରପଞ୍ଚ ଝିଲି ରେଡି,ନାଏବ ସରପଞ୍ଚ ଲିଟୁସାହୁ,ପଞ୍ଚାୟତ ନିର୍ବାହି ଅଧିକାରିଣୀ ତପସ୍ପିନୀ ରାଉତ,ଦୟାନିଧିପୁର ସରପଞ୍ଚ ଲଷ୍ମୀ ପ୍ରଧାନ ,ସମିତିସଭ୍ୟା ମମତା ପଢିଆଳି,ପୂର୍ବତନ ସରପଞ୍ଚ ବିଜୟ ଭୂୟାଁ,ଜିଲ୍ଲା ଯୁବମୋର୍ଚ୍ଚା ଉପସଭାପତି ଏମ୍ ଚିନ୍ମୟ ରେଡି,ମଣ୍ଡଳ ସଭାପତି ଗୌତମ ରଣା ପ୍ରମୁଖ ଯୋଗଦେଇଥିଲେ!

Advertisement