Thursday, August 20, 2026
ADVERTISEMENT
Home ଆଞ୍ଚଳିକ ବ୍ରହ୍ମପୁର ଗୋଳନ୍ଥରା ଥାନା ପୁଲିସର ଟାମଣା ଜଙ୍ଗଲରେ ଚଢ଼ଉବେଳେ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ...

ବ୍ରହ୍ମପୁର ଗୋଳନ୍ଥରା ଥାନା ପୁଲିସର ଟାମଣା ଜଙ୍ଗଲରେ ଚଢ଼ଉବେଳେ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

133
ADVERTISEMENT

ବ୍ରହ୍ମପୁର,୬/୧(ଡି.ଏଚ ବ୍ୟୁରୋ):-ବ୍ରହ୍ମପୁର ଗୋଳନ୍ଥରା ଥାନା ପୁଲିସର ଟାମଣା ଜଙ୍ଗଲରେ ଚଢ଼ଉବେଳେ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏବଂ ସେମାନଙ୍କ ନିକଟରୁ ୨ଟି ଶିକାରୀ ବନ୍ଧୁକ, ଦୁଇଟି ହରିଣ ଶିଙ୍ଗ , ୧୨୫ଟି ଗୁଳି, ୨ଶହ ଖୋକା, ୧୦କେଜି ସ୍ପ୍ରିଣ୍ଟର୍, ୨ଶହ ଗ୍ରାମ ଗନ୍ ପାଉଡ଼ର୍ ଜବତ ହୋଇଛି। ଗିରଫ ଅଭିଯୁକ୍ତମାନେ ହେଲେ ପୂର୍ଣ୍ଣ ଗୌଡ଼(୩୫), ଶଙ୍କର ପ୍ରଧାନ(୫୫), ଭାଲିଆ ମଲ୍ଲିକ(୪୦) ଓ ବୃନ୍ଦାବନ ମଲ୍ଲିକ(୪୫)।

Advertisement