Tuesday, September 8, 2026
ADVERTISEMENT
Home ଆଞ୍ଚଳିକ ଭିଜିଲାନ୍ସ ଜଳରେ ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଜଗନ୍ନାଥପୁର ବିଟ୍ ଫରେଷ୍ଟ ଗାର୍ଡ ବିନାୟକ ଚନ୍ଦ୍ର...

ଭିଜିଲାନ୍ସ ଜଳରେ ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଜଗନ୍ନାଥପୁର ବିଟ୍ ଫରେଷ୍ଟ ଗାର୍ଡ ବିନାୟକ ଚନ୍ଦ୍ର ସୋରୀ।

195
ADVERTISEMENT

ନବରଙ୍ଗପୁର,୦୫/୧(ଡି.ଏଚ ବ୍ୟୁରୋ):-ଭିଜିଲାନ୍ସ ଜଳରେ ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଜଗନ୍ନାଥପୁର ବିଟ୍ ଫରେଷ୍ଟ ଗାର୍ଡ ବିନାୟକ ଚନ୍ଦ୍ର ସୋରୀ। ସେ ବାଇକରେ ୧.୫୩ ଲକ୍ଷ ଟଙ୍କା ନେଇ ଖାତିଗୁଡ଼ାରୁ ଜଗନ୍ନାଥପୁର ଆସୁଥିବା ବେଳେ ନବରଙ୍ଗପୁର ଭିଜିଲାନ୍ସ ଟିମ୍ ତାଙ୍କୁ ନଗଦ ଟଙ୍କା ସହ କାବୁ କରିଛି। ଏବଂ ତାଙ୍କ ବାସଭବନ ସମେତ ନବରଙ୍ଗପୁର ସହର ରାଜୁସାହିସ୍ଥିତ ତାଙ୍କ ଭଡ଼ା ଘରେ ମଧ୍ୟ ଭିଜିଲାନ୍ସ ଚଢ଼ଉ ଜାରି କରିଛି।

Advertisement