ନୂଆଦିଲ୍ଲୀ,o୩/୧(ଡି.ଏଚ ବ୍ୟୁରୋ):-ଆସାମର ଗୋଲାଘାଟ ଜିଲ୍ଲା ଅନ୍ତର୍ଗତ ଦେରଗାଓଁ ନିକଟ ବାଲିଜାନ୍ ଅଞ୍ଚଳରେ ମର୍ମନ୍ତୁଦ ସଡ଼କ ଦୂର୍ଘଟଣା l ଏକ ଯାତ୍ରୀବାହୀ ବସ୍ ଓ ଟ୍ରକ୍ ମଧ୍ୟରେ ଧକ୍କା ହେବ ଫଳରେ ୧୪ଜଣ ଯାତ୍ରୀଙ୍କର ମୃତ୍ୟୁ ଏବଂ ୨୭ଜଣ ଆହତ ହୋଇ ସ୍ଥାନୀୟ ମେଡିକାଲରେ ଭର୍ତି । ଯାତ୍ରୀବାହୀ ବସ ଟି କମରବନ୍ଧ ଅଞ୍ଚଳରୁ ୪୫ଜଣ ଯାତ୍ରୀଙ୍କୁ ନେଇ ତିନସୁକିଆର ତିଲିଙ୍ଗା ମନ୍ଦିର ଆଡ଼କୁ ଯାଉଥିଲା।