Wednesday, August 19, 2026
ADVERTISEMENT
Home ଆଞ୍ଚଳିକ ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କର ଡମପଡ଼ା ଶାଖାରୁ ସିସିଟିଭି କ୍ୟାମେରା ଭାଙ୍ଗି ହାର୍ଡଡିସ୍କ ସିଷ୍ଟମ୍, ବ୍ୟାଙ୍କ...

ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କର ଡମପଡ଼ା ଶାଖାରୁ ସିସିଟିଭି କ୍ୟାମେରା ଭାଙ୍ଗି ହାର୍ଡଡିସ୍କ ସିଷ୍ଟମ୍, ବ୍ୟାଙ୍କ ଲକର୍ ସହ ୧୪ ଲକ୍ଷ ୪୯ ହଜାର ଟଙ୍କା ଓ ଜରୁରୀ କାଗଜପତ୍ର ଲୁଟ୍ ।

160
ADVERTISEMENT

ବାଙ୍କୀ,୩୦/୧୨(ଡି.ଏଚ ବ୍ୟୁରୋ):-କଟକ ଜିଲ୍ଲା ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କର ଡମପଡ଼ା ଶାଖାରୁ ସିସିଟିଭି କ୍ୟାମେରା ଭାଙ୍ଗି ହାର୍ଡଡିସ୍କ ସିଷ୍ଟମ୍, ବ୍ୟାଙ୍କ ଲକର୍ ସହ ୧୪ ଲକ୍ଷ ୪୯ ହଜାର ଟଙ୍କା ଓ ଜରୁରୀ କାଗଜପତ୍ର ଲୁଟ୍ । ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଏହିସବୁ ଲୁଟ କରିଥିବା ନେଇ ବାଙ୍କୀ ଥାନା ଅନ୍ତର୍ଗତ ତାଳବସ୍ତ ଫାଣ୍ଡିରେ ବ୍ୟାଙ୍କର ଶାଖା ପରିଚାଳକଙ୍କ ଅଭିଯୋଗ ପରେ ଘଟଣାସ୍ଥଳରେ ପୋଲିସର ତଦନ୍ତ ଜାରି ।

Advertisement