Thursday, August 20, 2026
ADVERTISEMENT
Home ଆଞ୍ଚଳିକ ଧରାବତରଣ କଲେ ପ୍ରଭୁ ଯୀଶୁ ।

ଧରାବତରଣ କଲେ ପ୍ରଭୁ ଯୀଶୁ ।

112
ADVERTISEMENT

ବ୍ରହ୍ମପୁର,୨୫/୧୨(ଡି.ଏଚ ବ୍ୟୁରୋ):-ଧରାବତରଣ କଲେ ପ୍ରଭୁ ଯୀଶୁ । ଅନ୍ତୁଡ଼ିଶାଳରେ ନବଜାତ ଯୀଶୁଙ୍କ ପଦାର୍ପଣ ପରେ ଚଳଚଞ୍ଚଳ ହୋଇଉଠିଲା ସମଗ୍ର ଚର୍ଚ୍ଚ ପରିବେଶ। ପ୍ରଭୁଙ୍କ ଦିବ୍ୟଦର୍ଶନ କରିବା ସହ ଶ୍ରଦ୍ଧାଳୁମାନେ ଖୁସିରେ ପରସ୍ପରକୁ ଆଲିଙ୍ଗନ କରି ଜଣାଇଲେ ‘ମେରି ଖ୍ରୀଷ୍ଟ୍ ମାସ ’। ଏବଂ ବଡ଼ଦିନର ଶୁଭେଚ୍ଛା ବାର୍ତ୍ତା କୋଳାହଳରେ କମ୍ପିଉଠିଲା ଚର୍ଚ୍ଚ ପରିସର।

Advertisement