Thursday, August 20, 2026
ADVERTISEMENT
Home ଆଞ୍ଚଳିକ ପୁଣି ଫେରିଲା କରୋନା।

ପୁଣି ଫେରିଲା କରୋନା।

134
ADVERTISEMENT

ଭୁବନେଶ୍ବର,୨୪/୧୨(ଡି.ଏଚ ବ୍ୟୁରୋ):-ପୁଣି ଫେରିଲା କରୋନା। ରାଜ୍ୟରେ ୨୪ ଘଣ୍ଟାରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଶନିବାର ସ୍ୱାସ୍ଥ୍ୟ ବିଭାଗର ତତ୍ପରତା ଦେଖାଦେଇଛି। ବୟସ୍କ, ବହୁବିଧ ରୋଗାକ୍ରାନ୍ତଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯିବା ସହ କରୋନା ପାଇଁ ସତର୍କ ରହିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇଛି।

Advertisement