Tuesday, September 8, 2026
ADVERTISEMENT
Home ଆଞ୍ଚଳିକ ମହାପ୍ରଭୁଙ୍କୁ ସୁବର୍ଣ୍ଣର ଅଳଙ୍କାର ଦାନକଲେ ଗୁଜୁରାଟ ଅହମଦାବାଦର ଚିରାଗ ଚିନୁଭାଇ ପଟେଲ।

ମହାପ୍ରଭୁଙ୍କୁ ସୁବର୍ଣ୍ଣର ଅଳଙ୍କାର ଦାନକଲେ ଗୁଜୁରାଟ ଅହମଦାବାଦର ଚିରାଗ ଚିନୁଭାଇ ପଟେଲ।

167
ADVERTISEMENT

ପୁରୀ,୨୦/୧୨(ଡି.ଏଚ ବ୍ୟୁରୋ):-ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ସୁବର୍ଣ୍ଣର ଅଳଙ୍କାର ଦାନକଲେ ଗୁଜୁରାଟ ଅହମଦାବାଦର ଚିରାଗ ଚିନୁଭାଇ ପଟେଲ। ସେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦୁଇଟି ସୁବର୍ଣ୍ଣ ଚିତା ସହ ତିନିଟି ରୁପା ମୁକୁଟ ଶ୍ରୀମନ୍ଦିର ପ୍ରଶାସନକୁ ପ୍ରଦାନ କରିଛନ୍ତି। ଏବଂ ଉକ୍ତ ଅଳଙ୍କାରର ଆନୁମାନିକ ମୂଲ୍ୟ ପ୍ରାୟ ୭୬ଲକ୍ଷ ଟଙ୍କା ହେବ।

Advertisement