Tuesday, September 8, 2026
ADVERTISEMENT
Home ଆଞ୍ଚଳିକ ରାୟଗଡ଼ା ରେଳ ଷ୍ଟେସନ ନିକଟରୁ ପୁଲିସ କନେଷ୍ଟବଳ ଈଶ୍ୱର ରାଓଙ୍କର ମୃତଦେହ ଉଦ୍ଧାର ।

ରାୟଗଡ଼ା ରେଳ ଷ୍ଟେସନ ନିକଟରୁ ପୁଲିସ କନେଷ୍ଟବଳ ଈଶ୍ୱର ରାଓଙ୍କର ମୃତଦେହ ଉଦ୍ଧାର ।

186
ADVERTISEMENT

ରାୟଗଡ଼ା,୧୮/୧୨(ଡି.ଏଚ ବ୍ୟୁରୋ):-ରାୟଗଡ଼ା ରେଳ ଷ୍ଟେସନ ନିକଟରୁ ପୁଲିସ କନେଷ୍ଟବଳ ଈଶ୍ୱର ରାଓଙ୍କର ମୃତଦେହ ଉଦ୍ଧାର । ସେ ରାୟଗଡ଼ା ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ଘରେ ରୋଷେଇ କାର୍ଯ୍ୟରେ ନିୟୋଜିତ ଥିଲେ l ଏବଂ ଟ୍ରେନରୁ ଓହ୍ଲାଇବା ବେଳେ ଟ୍ରେନ ଚକା ତଳେ ପଡ଼ିଯାଇଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।

Advertisement