ADVERTISEMENT
Home ଆଞ୍ଚଳିକ ପୁରୀ ଜିଲ୍ଲାର ସାକ୍ଷୀଗୋପାଳ ମନ୍ଦିରରେ ଚୋରି ଘଟଣାରେ ସାକ୍ଷୀଗୋପାଳ ଥାନା ପୁଲିସ ଦୁଇ ଯୁବକଙ୍କୁ ଗିରଫ...

ପୁରୀ ଜିଲ୍ଲାର ସାକ୍ଷୀଗୋପାଳ ମନ୍ଦିରରେ ଚୋରି ଘଟଣାରେ ସାକ୍ଷୀଗୋପାଳ ଥାନା ପୁଲିସ ଦୁଇ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରାଛି।

176
ADVERTISEMENT

ସାକ୍ଷୀଗୋପାଳ,୧୮/୧୨(ଡି.ଏଚ ବ୍ୟୁରୋ):-ପୁରୀ ଜିଲ୍ଲାର ସାକ୍ଷୀଗୋପାଳ ମନ୍ଦିରରେ ଚୋରି ଘଟଣାରେ ସାକ୍ଷୀଗୋପାଳ ଥାନା ପୁଲିସ ଦୁଇ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରାଛି। ଏବଂ ସେମାନଙ୍କଠାରୁ ୬୭,୧୧୦ ଟଙ୍କା ଓ ୨୦୮ ଗ୍ରାମ ସ୍ବଣ୍ଜର୍ଣ୍ଣ ଅଳଙ୍କାର ସହିତ ଚୋରିରେ ବ୍ୟବହୃତ ଏକ ଅଟୋ ଜବତ କରିଥିବାବେଳେ ସେମାନେ ହେଲେ ବାଲିସାହି ଗ୍ରାମର ମୁନା ମିଶ୍ର ଓ ଶ୍ରୀଧର ମିଶ୍ର ।

Advertisement