Tuesday, August 18, 2026
ADVERTISEMENT
Home ଆଞ୍ଚଳିକ ହାଇୱା ଭାରସାମ୍ୟ ହରାଇ ଅଟୋ ଉପରେ ଚଢ଼ିଯିବl ଫଳରେ ଘଟଣାସ୍ଥଳରେ ହିଁ ୫ ଜଣଙ୍କର ମୃତ୍ୟୁ...

ହାଇୱା ଭାରସାମ୍ୟ ହରାଇ ଅଟୋ ଉପରେ ଚଢ଼ିଯିବl ଫଳରେ ଘଟଣାସ୍ଥଳରେ ହିଁ ୫ ଜଣଙ୍କର ମୃତ୍ୟୁ l

163
ADVERTISEMENT

ସୁନ୍ଦରଗଡ,୧୮/୧୨(ଡି.ଏଚ ବ୍ୟୁରୋ):-ସୁନ୍ଦରଗଡ ଜିଲ୍ଲା ତେଲେନଡିହି ଟାଙ୍ଗର ମୁଣ୍ଡା ନିକଟରେ ଏକ ହାଇୱା ଭାରସାମ୍ୟ ହରାଇ ଅଟୋ ଉପରେ ଚଢ଼ିଯିବl ଫଳରେ ଘଟଣାସ୍ଥଳରେ ହିଁ ୫ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୨ ଜଣ ଆହତ ହୋଇଛନ୍ତି l ଏବଂ ମୃତକମାନେ ସୁନ୍ଦରଗଡ ଜିଲ୍ଲାର ମୁନସନ ଖାତୁନ ,ଇନାୟତ ,ଇସରତ ଖାତୁନ, ମୁସ୍କାନ ଓ ଅଟୋ ଚାଳକ ମହମ୍ମଦ ସଜାଦହୋଇଥିବାବେଳେ ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବିକରି ସଦରଥାନା ବାଲିଯୋରି ଛକରେ ରାସ୍ତାରୋକ କରିଥିଲେ। ସେପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ତିନି ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି।

Advertisement